କାଳ ଶକୁନିଟା ଲୋଲୁପ ଦୃଷ୍ଟିରେ ଡେଣା ମେଲି ବୟସର ବଟେ ନିତିଭାବେ ବସି ଉଠାଇ ନେବାକୁ ପଞ୍ଝା ମାରି ତାର ନଖ ଥଣ୍ଟେ କାଳ ଶକୁନିଟା ଲୋଲୁପ ଦୃଷ୍ଟିରେ ଡେଣା ମେଲି ବୟସର ବଟେ ନିତିଭାବେ ବସି ଉଠାଇ ନେବାକୁ ପଞ୍ଝା...
ମୃତ୍ୟୁ ହେବ ମୋର ଶେଷ ମହୋତ୍ସବ.... ମୃତ୍ୟୁ ହେବ ମୋର ଶେଷ ମହୋତ୍ସବ....
ପ୍ରେମର ପ୍ରେମିକା ସ୍ମୃତି ଅନାମିକା ସୌନ୍ଦର୍ଯ୍ୟା ସଂହିତା ସୁତା , ପ୍ରେମର ପ୍ରେମିକା ସ୍ମୃତି ଅନାମିକା ସୌନ୍ଦର୍ଯ୍ୟା ସଂହିତା ସୁତା ,
ଭକ୍ତିର ଉତ୍ସ ଭକ୍ତିର ପୁଷ୍ପ ଲମ୍ବାଅ ଶରୀରେ , ମନ ମନ୍ଦିରେ, ଭକତି ଅନ୍ତରେ ପୂଜ ତଟ ବାରେ ଭକ୍ତିର ଉତ୍ସ ଭକ୍ତିର ପୁଷ୍ପ ଲମ୍ବାଅ ଶରୀରେ , ମନ ମନ୍ଦିରେ, ଭକତି ଅନ୍ତରେ ପୂଜ ତଟ ବାରେ
ରୁପ ରସ ଗନ୍ଧେ କଣ୍ଟକ ଧାରଣ ତୁମେ ଜୀବନ ଦର୍ଶନ ||୮|| ରୁପ ରସ ଗନ୍ଧେ କଣ୍ଟକ ଧାରଣ ତୁମେ ଜୀବନ ଦର୍ଶନ ||୮||
ପ୍ରେମ ଯାହା ହୃଦୟର ମିଳନ ନକହିବା ପୂର୍ବରୁ ଦେଇଦିଆ ବିଶାଳ ବକ୍ଷରେ ଶାନ୍ତିର ଗାଲିଚା । ପ୍ରେମ ଯାହା ହୃଦୟର ମିଳନ ନକହିବା ପୂର୍ବରୁ ଦେଇଦିଆ ବିଶାଳ ବକ୍ଷରେ ଶାନ୍ତିର ଗାଲିଚା ।